ରାଉରକେଲା ଟ୍ରକ ମାଲିକ ସଂଘ ପକ୍ଷରୁ ଦେଓଗାଁ ଅଞ୍ଚଳରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ
1 min read
ରାଉରକେଲାଟ୍ରକ ମାଲିକ ସଂଘ ପକ୍ଷରୁ ଦେଓଗାଁ ଅଞ୍ଚଳରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଆରମ୍ହ କରାଯାଇଛି ସଂଘର ଅଧ୍ୟକ୍ଷ ମୁକେଶ ସିଂହ ଙ୍କ ସମେତ ମୋହନ ସିଂହ, ଏସ୍ କେ ଶୁକ୍ଳା, ମନ୍ନୁ ବେହେରା ପ୍ରମୁଖ ଏହି ପ୍ରକଳ୍ପ ଉଦ୍ଘାଟନ ସମୟରେ ଉପସ୍ଥିତ ଥିଲେ ସେଓଗାଁ ଅଞ୍ଚଳର ଏଚ୍ଏସ୍ଏମ୍ ଦୁଇନମ୍ବର ଗେଟ୍ରେ ଏହି ନୂତନ ବ୍ୟବସ୍ଥା ଯୋଗୁଁ ଗରମ ଓ ଖରାରୁ କିଛି ମାତ୍ରାରେ ରକ୍ଷା ମିଳିବା ସହ ଥଣ୍ଡା ପାନୀୟ ଜଳ ପିଇବାକୁ ମିଳିବ ବୋଲି ଆଶା ବ୍ୟକ୍ତ କରାଯାଇଛି ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଜଗଦୀଶ ଜୈଶ୍ବାଲ, ସହ ସମ୍ପାଦକ ଅଶୋକ ସାହୁ, ଉପାଧ୍ୟକ୍ଷ ମୋହନ ସିଂହଙ୍କ ସମେତ ଲାଲ ବିହାରୀ ଚୌଧୁରୀ, ଅମିତ ରଜକ, ସର୍ବଜିତ ସିଂହ ଓ ସନ୍ତୋଷ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ