ବନ୍ଧମୁଣ୍ଡା ବଙ୍ଗଭାରତୀ କ୍ଲବ୍‌ ପକ୍ଷରୁ ପହିଲା ବୈଶାଖ ପାଳନ

1 min read
Spread the love

ରାଉରକେଲା ସହରର ବନ୍ଧମୁଣ୍ଡାଠାରେ ଅପ୍ରେଲ ୧୫ ତାରିଖ ଦିନ ବଙ୍ଗଳା ଭାଷାଭାଷୀମାନଙ୍କ ଦ୍ବାରା ବଙ୍ଗଳା ନବବର୍ଷ ଓ ପହିଲା ବୈଶାଖ ପାଳିତ ହୋଇଯାଇଛି୤ ଏହି ଅବସରରେ ବଙ୍ଗାଳୀମାନଙ୍କ ଦ୍ବାରା ପାରମ୍ପରିକ ରୀତିନୀତି ମୁତାବକ ପୂଜାର୍ଚ୍ଚନା କରାଯାଇଛି୤ ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଜ୍ୟକ୍ରମ ଆୟୋଜିତ ହୋଇଯାଇଛି୤ ଏହି ଅବସରରେ ବିଭିନ୍ନ ବଙ୍ଗାଳୀ ଖାଦ୍ୟଦ୍ରବ୍ୟ ଓ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ନବବର୍ଷ ପାଳିତ ହୋଇଯାଇଛି୤ ଏହି ସମସ୍ତ କାର୍ଯ୍ୟକ୍ରମରେ ଉଜ୍ଜ୍ବଳ ଭଟ୍ଟାଚାର୍ଯ୍ୟ, ସଜ୍ଜଲ ଭଟାଚାର୍ଯ୍ୟ, ବିକାଶ ଚକ୍ରବର୍ତ୍ତୀ, ସୁଜିତ ବାନାର୍ଜୀ, ସଞ୍ଜୟ ଚୌଧୁରୀ, ଡାଲିଆ ସେନଗୁପ୍ତା, ଟିନା ମାକର ଓ ସୁଦିପ୍ତା ଦାସଙ୍କ ଦ୍ବାରା ଆୟୋଜିତ ହୋଇଥିଲା୤

Leave a Reply

Your email address will not be published. Required fields are marked *

error: Content is protected !!