ଧରମନାଥ ପ୍ରସାଦ ଜାଭେରୀ ଏଣ୍ଡ ସନ୍‌ସ ପକ୍ଷରୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହରର ଅନ୍ୟତମ ପରିଚିତ ଗହଣା ଦୋକାନ ଧରମନାଥ ପ୍ରସାଦ ଜାଭେରୀ ଏଣ୍ଡ ସନ୍‌ସ ପକ୍ଷରୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି୤ ସହରର ସେକ୍ଟର-୫ ସ୍ଥିତ ଭିଆପି ମାର୍କେଟ୍‌ରେ ଥିବା ଗହଣା ଦୋକାନ ପକ୍ଷରୁ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି୤ ଏଥିରେ ଶତାଧିକ ବିଭିନ୍ନ ବର୍ଗର ମହିଳା ଭାଗନେଇଥିଲେ୤ ବିଭିନ୍ନ ପର୍ଯ୍ୟାୟର ପ୍ରତିଯୋଗିତା ପରେ ମୋଟ ୬ଜଣ ବିଜେତାଙ୍କୁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି୤ ଗହଣା ଦୋକାନର ମୁଖ୍ୟ ମୀନାକ୍ଷୀ ପ୍ରସାଦଙ୍କ ସୂଚନା ମୁତାବକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସମ୍ମାନ ପ୍ରଦାନ ସହିତ ସେମାନଙ୍କ ଗୁରୁତ୍ବ ସମ୍ପର୍କରେ ବାର୍ତ୍ତା ଦିଆଯାଇଛି୤

Leave a Reply

Your email address will not be published. Required fields are marked *

error: Content is protected !!