ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ବିଧାୟକ ସାରଦା ପ୍ରସାଦ ନାୟକରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ କାର୍ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୩ ନମ୍ବର ଜାତୀୟ ରାଜପଥର...
admin
ସମାଜରେ ତୃତୀୟଲିଙ୍ଗୀ ବା କିନ୍ନରମାନଙ୍କ ଉପସ୍ଥିତି ଓ ସେମାନଙ୍କ ସଫଳତାକୁ ସ୍ବୀକୃତି ଦେବା ଲାଗି ମାର୍ଚ୍ଚ ୩୧ ତାରିଖ ଦିନ ସମଗ୍ର ବିଶ୍ବରେ ‘ଆନ୍ତର୍ଜାତିକ କିନ୍ନର ଦୃଶ୍ୟମାନତା...
ଚିକିତ୍ସା ପାଇଁ ଆଇଜିଏଚ୍ରେ ଭର୍ତ୍ତିରାଉରକେଲା ସହରର ସେକ୍ଟର-୨୨ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ତୃତୀୟ ଶ୍ରେଣୀର ୧୨ଜଣ ଛାତ୍ର ଶୁକ୍ରବାର ଦିନ ମଧ୍ୟାହ୍ନରେ ଟିଫିନ ଖାଇସାରିବା...
ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଦିନ ସହରର ଆମ୍ବାଗାନ ଏବଂ ୧୪ ନମ୍ବର ସେକ୍ଟର ଡି ପି ଏସ୍ ଛକରେ ଏହି ଯାଞ୍ଚ ହୋଇଥିଲା।...
ରାଉରକେଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରାଯାଇଛି। ଏଥିରେ ୧୮ବର୍ଷରୁ କମ୍ ନାବାଳକଙ୍କ ସମେତ ବିଭିନ୍ନ...
ଗୋଟିଏ ଚୈତ୍ର ମାସ ଓ ଅନ୍ୟଟି କାର୍ତ୍ତିକ ମାସରେ। ୪ଦିନ ବ୍ୟାପି ଏହି ଉତ୍ସବକୁ ବିହାରୀ ସମ୍ପ୍ରଦାୟ ବେଶ ଉତ୍ସାହର ସହିତ ପାଳନ କରିଥାନ୍ତି। ଦିନ ତମାମ...
କାର୍ତ୍ତିକ ମାସ ପରି ଚୈତ୍ର ଶୁକ୍ଳ ଷଷ୍ଠୀ ତିଥିରେ ଅସ୍ତଗାମୀ ସୂର୍ଯ୍ୟଙ୍କର ପୂଜା ଅର୍ଚ୍ଚନା କରାଯିବା ସହିତ ସପ୍ତମୀ ତିଥିରେ ଉଦୟଗାମୀ ସୂର୍ଯ୍ୟଙ୍କର ଉପାସନା କରାଯାଇଥାଏ। ଏହି...
