ପୋଲିସ ହେବତ ଏମିତି: ବୌଦ୍ଧ ଜିଲ୍ଲାର ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା

1 min read
Spread the love

ବୌଦ୍ଧ: ବୌଦ୍ଧ ପୋଲିସ ଅଧିକାରୀଙ୍କ ଅଧିନରେ ଥିବା ଶଗଡ଼ା ଫାଣ୍ଡି .ରେ ଜଣେ କାର୍ଯ୍ୟରତ କନେଷ୍ଟବଳ ଙ୍କ କାର୍ଯ୍ୟ ଓ ଦକ୍ଷତାକୁ ନେଇ ଅଞ୍ଚଳରେ ପ୍ରସଂଶା କରୁଥିବା ଶୁଣିବାକୁ ମିଳୁଛି୤ ମିଳିଥିବା ଖବର ଅନୁସାରେ ନେତ୍ରମଣି ଠାକୁର ନାମକ ଜଣେ ପୋଲିସ ଉକ୍ତ ଅଞ୍ଚଳ ରେ ଜନସାଧାରଣ ମାନଙ୍କ ସହିତ ସୁ ସମ୍ପର୍କ ରଖି ଦୁଃଖ ସୁଖର ବନ୍ଧୁ ହୋଇଥିବା ଚାରିଆଡ଼େ ପ୍ରସଂଶା କରାଯାଉ ଥିବା ଜଣାପଡ଼ିଛି୤, ତାଙ୍କର ବ୍ୟବହାର , କାର୍ଯ୍ୟ କଲାପ, ଦକ୍ଷତା, ମିଷ୍ଟଭାଷୀ ଓ ମେଳାପି ଗୁଣ , କୁ ନେଇ ସ୍ଥାନୀୟ ବାସିନ୍ଦାମାନେ ଖୁସି ବ୍ୟକ୍ତ କରିବା ସହ ତାଙ୍କର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି୤ ଏ ପରି ପୋଲିସ କର୍ମଚାରୀମାନେ ଜନସାଧାରଣ ଙ୍କ ଦୁଃଖ ସୁଃଖର ସାଥି ହେଲେ ପୋଲିସ ଓ ଜନସାଧାରଣ ଙ୍କ ସଂପର୍କ ନିବିଡ଼ର ମୁଖ୍ୟ ଭୂମିକା ନିର୍ବାହର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

error: Content is protected !!