ଏନ୍‌ଆଇଟି ରାଉରକେଲାରେ ସ୍ବଚ୍ଛତା ସେବା କାର୍ଯ୍ୟକ୍ରମ ଆୟୋଜିତ

1 min read
Spread the love

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ‘ଆବର୍ଜନା ମୁକ୍ତ ଭାରତ’ ସାରା ଦେଶରେ ପାଳନ କରାଯାଉଛି । ଚଳିତ ବର୍ଷର ଉତ୍ସବର ସମାପ୍ତି ଆଜି ରବିବାର ହୋଇଥିଲା, ‘ଏକ ଏହି ଅବସରରେ ସାରା ଦେଶରେ ଏକ ଘଣ୍ଟା ‘ ସ୍ବଚ୍ଛାତା ହିଁ ସେବା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏନ୍‌ଆଇଟି, ରାଉରକେଲାରେ ୫୦୦ ଅଧିକ ଛାତ୍ରଛାତ୍ରୀ ଓ ଏନ୍‌ଆଇ ବାସିନ୍ଦାଙ୍କ ସହିତ ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ଏକତ୍ରିତ ହୋଇ ଏକ ପରିଷ୍କାର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସହଯୋଗ କରିଥିଲେ ।

default

ଏହି କାର୍ଯ୍ୟକ୍ରମ କ୍ୟାମ୍ପସ ପରିସରରେ ରହୁଥିବା ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସ୍ୱଚ୍ଛତା ହାଇ ସେବା ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା । କାର୍ଯ୍ୟକ୍ରମର ଉଦଘାଟନ ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମାହେଶ୍ୱର ରାଓ  କହିବା ସହ ଏହିଭଳି ସ୍ବଚ୍ଛତା କାର୍ଜ୍ୟକ୍ରମ ନିୟମିତ ଭାବେ ଆହ୍ବାନ ଦେଇଥିଲେ।  ସମ୍ପ୍ରତି “ସମଗ୍ର ବିଶ୍ୱ ପରିବେଶର ଅପବ୍ୟବହାରର ଶିକାର ହେଉଛି। ଯଦି ଆମେ ପ୍ରକୃତିକୁ ବିଚଳିତ କରିବା ଜାରି ରଖିବା ତେବେ ଏହା ଶେଷରେ ଅତ୍ୟଧିକ ସାଂଘାତିକ ବିପର୍ଯ୍ୟୟ ସୃଷ୍ଟି କରିବ ଯାହାଦ୍ୱାରା ଆମ ଗ୍ରହର କ୍ଷତି ଘଟିବ । ତେଣୁ ଆସନ୍ତୁ ଏକ ସ୍ବଚ୍ଛ ଭାରତ ସୁନିଶ୍ଚିତ କରିବା ଯେହେତୁ ସମସ୍ତେ ଏକସ୍ବରରେ ସପଥ ନେବା ବୋଲି ପ୍ରଫେସର ରାଓ କହିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!