ପ୍ଲାଣ୍ଟସାଇଟ ପୋଲିସ ଦ୍ବାରା ପ୍ରାୟ ୪୦ ଗ୍ରାମ୍‌ର ହେରୋଇନ ଜବତ

1 min read
Spread the love

ରାଉରକେଲା ସହରର ପ୍ଲାଣ୍ଟସାଇଟ ପୋଲିସ ଦ୍ବାରା ପ୍ରାୟ ୪୦ ଗ୍ରାମ୍‌ର ହେରୋଇନ ଜବତ କରାଯାଇଛି । ଏହି କ୍ରମରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଋଆଯାଇଛି । ଗିରଫ କରାଯାଇଥିବା ବ୍ୟକ୍ତି ହେଉଛି ପ୍ଲାଣ୍ଟ୍‌ସାଇଟ ଅଞ୍ଚଳର ବବି ସିଂହ । ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାଋଇ ରହିଛି । ଜବତ ହୋଇଥିବା ହେରୋଇନ୍‌ର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି ।     

Leave a Reply

Your email address will not be published. Required fields are marked *

error: Content is protected !!