ଜିଙ୍ଗଲ ବେଲ୍‌ ସ୍କୁଲ୍‌ରେ ସ୍ବାଧୀନତା ଦିବସ ପାଳନ

1 min read
Spread the love

ଜିଙ୍ଗଲ ବେଲ୍‌ ସ୍କୁଲ୍‌ରେ ସ୍ବାଧୀନତା ଦିବସ ପାଳନ

ରାଉରକେଲାର ଛେଣ୍ଡ୍‌ କଲୋନୀ ସ୍ଥିତ  ଜିଙ୍ଗଲ ବେଲ୍‌ ସ୍କୁଲ୍‌ରେ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ସ୍କୁଲ୍‌ର ଅଧ୍ୟକ୍ଷ ସେଫାଳି ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍କୁଲ୍‌ ପରିଚାଳନା ସମିତିର ସମ୍ପାଦକ ଶରତ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ ସହିତ ସ୍କୁଲ୍‌ର ପିଲାମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏଥିରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଶଶିକଳା ବେହେରା, ସ୍ମୃତି ଦେ, ମନିଶା ସାହୁ, ଅନିତା ମହାପାତ୍ର, ଉମା ମହେଶ୍ବରୀ ବ୍ରହ୍ମା, ଲିପିକା ପଣ୍ଡାଙ୍କ ସମେତ କର୍ମଚାରୀ ହରକୁମାରି ବାନାର୍ଜୀ, ପ୍ରଜ୍ଞା ସାହୁ ଓ ରେଶ୍ମା କୁମ୍ଭାରଙ୍କ ସମେତ କଳା ଶିକକ ଦେବେନ୍ଦ୍ର ମହାରଣା, ନୃତ୍ୟ ଶିକ୍ଷୟିତ୍ରୀ ଅଞ୍ଚଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!