ରାଉରକେଲା ଯୁବ କଂଗ୍ରେସ ପକ୍ଷରୁ ମହିଳା ସଶକ୍ତିକରଣ ସମ୍ପର୍କୀତ ସାମ୍ବାଦିକ ସମ୍ମିଳନୀ
1 min read
ଗତ କିଛିମାସ ଧରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ହିଂସା ଓ ଆନ୍ଦୋଳନ ଆଦି ଚାଲିଛି। ଏହାଉ ନେଇ ସାରା ଦେଶରେ ଚର୍ଚ୍ଚା, ଆଲୋଚନା ଏବଂ ବିରୋଧ ଚାଲିଛି। ଏହି କ୍ରମରେ ରାଉରକେଲା ଯୁବ କଂଗ୍ରେସ ପକ୍ଷରୁ ଏକା ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଯୁବ କଂଗ୍ରେସର ପ୍ରବୋଧ ଦାସ , ଶିବୁ ଦୀପଙ୍କ ସମେତ ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଇସ୍ଜା ଅଖ୍ତର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟତ ସ୍ୱାଧୀନତା ଦିବସ ଉପଲକ୍ଷେ ଏବଂ ମଣିପୁର ଘଟନାକ୍ରମରେ ମହିଳା ସଶକ୍ତିକରଣ ସମ୍ପର୍କରେ ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା।