ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ମନ୍ତ୍ରୀ ଶାରଦା ପ୍ରସାଦ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

1 min read
Spread the love

ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ମନ୍ତ୍ରୀ ଶାରଦା ପ୍ରସାଦ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପବିତ୍ର ରଜପର୍ବ ଉପଲକ୍ଷେ ହୋଇଥିବା ଏହି କାର୍ଯ୍ୟକ୍ରମ ସଂଘର ଅଧ୍ୟକ୍ଷ ସୁନୀଲ କାୟଲଙ୍କ ନେତୃତ୍ୱରେ ହୋଇଥିଲା। ଏଥିରେ ଉପସଭାପତି ଗୁରମିତ ସିଂହ, ସାଧାରଣ ସମ୍ପାଦକ ପ୍ରଭାତ ଟିବ୍ରେୱଲ, ପୂର୍ବତନ ସଭାପତି ପ୍ରବୀଣ ଗର୍ଗ, ରେଳବାଇ ସମ୍ପାଦକ ରିଶି ଆର୍ଯ୍ୟା, ଲୌହ ଓ ଇସ୍ପାତ ଉପ୍ତାଦନ ସମ୍ପାଦକ ଉଦୟ ରାଜଗରିଆଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!