ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ପର୍ବ ପାଳନ
1 min read
ଓଡ଼ିଆ ଙ୍କ ର ବାରମାସରେ ତେର ପର୍ବ ରୁ ରଜ ହେଉଛି ଏକ ନିଆରା ପର୍ବ। ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ଦୋଳି ସାଙ୍ଗକୁ ବିଭିନ୍ନ ପ୍ରକାରର ପିଠା, ମିଠା, ଫଳମୂଳ ଓ ଖାସି ମାଂସ ର ମଜା ନେଉଛନ୍ତି ମହିଳା ଓ ଝିଅମାନେ। ରଜ ରେ ରଜ ପାନ ଏକ ନିଆରା ଏହି ପାନ ପାଇଁ ବିଭିନ୍ନ ସ୍ଥାନରେ ଷ୍ଟିଲ ଦେଖିବାକୁ ମିଳିଛି। ତିନି ଦିନ ଧରି ଏହି ରଜ ପର୍ବ ବହୁ ଆଡ଼ମ୍ବରେ ପାଳନ କରାଯିବ ବୋଲି ସୂଚନା ମିଳିଛି।