1 min read ଅପରାଧ ଜିଲ୍ଲା ରାଜନୀତି ସୁନ୍ଦରଗଡ ବିଧାୟକ ତଥା ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ପ୍ରାର୍ଥୀପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯୋଗ 12 months ago admin ରିଟର୍ଣ୍ଣିଂ ଅଫିସର ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟ ପାନପୋଷଙ୍କ ନିକଟରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଙ୍କ ନାମାଙ୍କନ ରଦ୍ଦ ପାଇଁ ବିଜେପି ପକ୍ଷରୁ ଅପିଲ ହୋଇଛି। ବିଜେପି...