ବିକାଶ ଇଣ୍ଡିଆ ଗ୍ଲୋବାଲ ବିଦ୍ୟାଳୟ ରାଉରକେଲା 2023-2024 ଇନଭେଷ୍ଟେଚ୍ୟାର କାର୍ଯ୍ୟକ୍ରମ
1 min read
ଆଜି ବିକାଶ ଇଣ୍ଡିଆ ଗ୍ଲୋବାଲ ବିଦ୍ୟାଳୟ ରାଉରକେଲା 2023-2024 ଇନଭେଷ୍ଟେଚ୍ୟାର ସଭାକାର୍ଯ୍ୟ ହୋଇଥିଲା l ଯେଉଁଥିରେ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ ସହ ସେମାନଙ୍କୁ ଅନୁଷ୍ଠାନ କ୍ଳବ ର ଭାରପ୍ରାପ୍ତ, ହାଉସ ମାଷ୍ଟର ଏବଂ ହାଉସ କ୍ୟାପଟେନ ଆଦି ସବୁ ନିଯୁକ୍ତି କରାଗଲା l ଏହି କାର୍ଯ୍ୟ କ୍ରମ ରେ ଯୋଗଦାନ ଦେଇଥିଲେ ବିକାଶ ଗ୍ରୁପ ର ମୁଖ୍ୟ ସଭାପତି ଡି. ମୁରଲୀ କ୍ରୀଷ୍ଣା ଏବଂ ବିକାଶ ଅନୁଷ୍ଠାନ ର ନିର୍ଦେଶକ ଏସ. ଏନ. ପଣ୍ଡା ଙ୍କ ଦ୍ଵାରା ପୁରୁଣା ହେଡ ବୟ ଓ ପୁରୁଣା ହେଡ ଗାର୍ଲ ର ଦାୟୁତ ନୂତନ ହେଡ ବୟ ବଂଶ ଅଗ୍ରୱାଲ ଏବଂ ଝରଣା ବାଗ କୁ ଦାୟତ୍ୱ ଦିଆଗଲା ଏହା ସହିତ ବହୁତ ସଂସ୍କୃତିକ କାର୍ଯ୍ୟ ସହ ଚାରି ଟି ହlଉସ ର ଭାରମଧ୍ୟ ପିଲାମାନେ ଅତି ଖୁସି ସହ ଗ୍ରହଣ କରିଥିଲେ। ବିଦ୍ୟାଳୟର ଅଧ୍ୟାକ୍ଷ୍ୟ ଦେବଯାନୀ ଚଟାର୍ଜୀଙ୍କ ଉପସ୍ଥିତିରେ ମଧ୍ୟ ହୋଇଥିଲା l ଏହା ସହିତ ଗଙ୍ଗା ହlଉସ, ଗୋଦାବରୀ ହାଉସ, ଯମୁନା ହାଉସ, ମହାନଦୀ ହାଉସ ର କ୍ୟାପଟେନ ମାନେ ଅତିଥିମାନଙ୍କ ସହିତ ଭାବ ବିନିମୟ କରିଥିଲେ।