ଅପରାଧ ଜିଲ୍ଲା ସୁନ୍ଦରଗଡ ସ୍ବତନ୍ତ୍ର ସର୍ବେଶ ରିଫ୍ରାକ୍ଟୋରୀରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା । 3 days ago admin ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସର୍ବେଶ ରିଫ୍ରାକ୍ଟୋରୀ କାରଖାନାରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା ଦାୟର କରାଯାଇଛି। ସୂଚନା ମୁତାବକ ରାଜେଶ ଲାକ୍ରା...